ରତ୍ନଚିରା
ଦେଖଣା
ରତ୍ନଚିରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ପୁରୀ ଜିଲ୍ଲାର ସତ୍ୟବାଦୀ (ସାକ୍ଷିଗୋପାଳ) ନିକଟ ଦେଇ ବହି ଯାଉଥିବା ଗୋଟିଏ କ୍ଷୁଦ୍ର ନଦୀ — Name of a small river flowing by the village Sakhigopal in the Puri district.
[ଦ୍ରଷ୍ଟବ୍ୟ —ଏହାର ଗର୍ଭ କ୍ରମଶଃ ପୋତି ହୋଇ ଅନେକ ସ୍ଥାନରେ ଖରାଦିନେ ଶୁଖିଲା ରହେ]
(ଉ— ରତ୍ନଚିରା ଗରେ ବିରାଜନ୍ତି ଆଜ ବୀର ରତ୍ନପୁର—ଜେତା— ରାଧାନାଥ. ପାର୍ବତୀ)