ରତ୍ନଚୁଡ଼
ଦେଖଣା
ରତ୍ନଚୁଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (କଣିଆ ଶବ୍ଦ)
[ସମ୍ପାଦନା]ହାତର ମଣିବନ୍ଧ, ପାପୁଲି ଓ ପାଞ୍ଚ ଆଙ୍ଗୁଠି ଏ ସମସ୍ତ ଅଂଶ ଆବୃତ କରିବା ଭଳି ସୁନାର ଅଳଙ୍କାର ବିଶେଷ —A gold ornament to cover the wrist, palm and the five fingers.
[ରତ୍ନଚୁଡ଼ା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ବହୁବ୍ରିହୀ; ରତ୍ନ+ଚୂଡ଼ା)—ଯାହାର ଚୂଡ଼ାରେ ରତ୍ନ ଅଛି —Having gems on the peak or head.
[ରତ୍ନ ଜଡ଼(ଡ଼ା)ଉ—ଦେଶଜ - ବିଶେଷ୍ୟରୂପ]