ରତ୍ନପୁର
ଦେଖଣା
ରତ୍ନପୁର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଣିପୁଞ୍ଜି —୧. A cluster of gems
- ୨. ଦେଶ ବିଶେଷ —୨. Name of a country.
[ଉ—ବିଭୁଷଣ ରତ୍ନପୁର ଶ୍ରୀ ନଗର, ବିଶାଳରେ କରିଅଛି ସେ ଆଦର ଭଞ୍ଜ. ବୈଦେହିଶବିଳାସ]
- ୩. ଲଙ୍କାର ଗୋଟିଏ ନଗର —୩. Ratnapura, a town in Ceylon.
[ଦ୍ରଷ୍ଟବ୍ୟ —ଏହା ଲଙ୍କା ଦ୍ୱୀପର ଦକ୍ଷିଣ ପଶିମାଂଶରେ ମଧ୍ୟପ୍ରଦେଶରେ ଗୋଟିଏ ନଗର ଓ ରେଳ ଷ୍ଟେସନ୍)
- ୪. ଭାରତର ମଧ୍ୟପ୍ରଦେଶରେ ବିଳାସପୁରର ଉତ୍ତରରେ ଥିବା ଗୋଟିଏ ନଗର —୪. Ratnapur, a town the Central Provinces of India.