ରତ୍ନାବଳି
ଦେଖଣା
ରତ୍ନାବଳି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ରତ୍ନହାର —୧. A string of gems.
- ୨. ରତ୍ନ ଶ୍ରେଣୀ —୨. A row of pearls.
- ୩. (ନାମ) ବତ୍ସରାଜ ପତ୍ନୀ —୩. Name of a queen.
- ୪. ଶ୍ରୀହର୍ଷପ୍ରଣୀତ ନାଟ୍ୟଗ୍ରନ୍ଥ ବିଶେଷ —୪. Name of a drama by poet Ṡriharsha.
- ୫. ବାକ୍ୟାଳ— ଙ୍କାର ବିଶେଷ —୫. A figure of speech.