Jump to content

ରତ୍ନି

ଉଇକିଅଭିଧାନ‌ରୁ

ରତ୍ନି

ଉଚ୍ଚାରଣ

[ସମ୍ପାଦନା]

[ଅରତ୍ନି—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -(ଋ ଧାତୁ—ଗମନ କରିବା+କରଣ.ଅତ୍ନି)

[ସମ୍ପାଦନା]
୧. ଏକ ମୁଠୁଣି ପରିମିତ ଲମ୍ୱ; ୨୧: ଆଙ୍ଗୁଳ —୧. Linear measure consisting of a length from the elbow to the end of the closed fist.
୨. ମୁଠା; ମୁଷ୍ଟି —୨. Closed fist.