ରତ୍ନ ଗଡ଼
ଦେଖଣା
ରତ୍ନ ଗଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବିକାନିର୍ ନଗରର ପୂର୍ବରେ ଓ ବିକାନିର୍ ରାଜ୍ୟରେ ଥିବା ଗୋଟିଏ ନଗର ଓ ରେଳ ଷ୍ଟେସନ —Name of a town and Ry station in the Bikaner State).
[ଦ୍ରଷ୍ଟବ୍ୟ —ବିକାନିର୍ ରାଜଧାନୀ ସଙ୍ଗେ ଏ ନଗର ରେଲଦ୍ୱାରା ଯୁକ୍ତ ହୋଇଅଛି ଏବଂ ଏହିଠାରୁ ଗୋଟିଏ ଶାଖା ଲାଇନ୍ ଉତ୍ତରକୁ ସର୍ଦ୍ଦାର ସହରଠାକୁ ଯାଇଅଛି