ରତ୍ନ ଗର୍ଭ
ଦେଖଣା
ରତ୍ନ ଗର୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରତ୍ନ ଅଛି ଗର୍ଭରେ ଯାହାର ; ବହୁବ୍ରିହୀ; ସମୁଦ୍ରସ୍ଥ ଶୁକ୍ତିରୁ ମୁକ୍ତା ବାହାରିବାରୁ)
[ସମ୍ପାଦନା]ରତ୍ନାକର; ସମୁଦ୍ର —୧. The ocean (wich is the mine
of pearls)
- ୨. କୁବେର —୨. The God of wealth.
(ରତ୍ନଗର୍ଭା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ.
[ସମ୍ପାଦନା]ଯାହାର ମଧ୍ୟସ୍ଥଳ ରତ୍ନରେ ପୂର୍ଣ୍ଣ —Full of gems inside it.