Jump to content

ରତ୍ନ ଗିରି

ଉଇକିଅଭିଧାନ‌ରୁ

ରତ୍ନ ଗିରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରତ୍ନକୁଟ (ଦେଖ) - —Ratnakuṭa (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦକ୍ଷିଣଭାରତର ବୋମ୍ୱେ ପ୍ରଦେଶରେ ଗୋଟିଏ ରାଜ୍ୟ ବା ଜମିଦାରୀ —Ratnagiri; a zamindari (estate) in the Bombay Presidency.

[ଦ୍ରଷ୍ଟବ୍ୟ —ଏହାର ରାଜଧାନୀ ରତ୍ନଗିରି ମାଲବାର ଉପକୀଳସ୍ଥ ଆରବ ସାଗରର ଗୋଟିଏ ବନ୍ଦର ଅଟେ]