Jump to content

ରତ୍ନ ପ୍ରସୂ

ଉଇକିଅଭିଧାନ‌ରୁ

ରତ୍ନ ପ୍ରସୂ

ଉଚ୍ଚାରଣ

[ସମ୍ପାଦନା]

(ରତ୍ନପ୍ରସୂତୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ଯେ ରତ୍ନ ପ୍ରଲବ କରେ; ରତ୍ନପ୍ରସବିତ୍ରୀ — ୧. Bringing forth gems.
୨. ସୁସନ୍ତାନ ପ୍ରସବିତ୍ରୀ(ସ୍ତ୍ରୀ) —୨. Bringing forth worthy children.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ବସୁଦ୍ଧରା; ପୃଥିବୀ —The earth.