ରତ କୀଳ
(ରତକୀଳକ—ଅନ୍ୟରୂପ, ରତକୀଳା—ସ୍ତ୍ରୀ)
କୁକୁର —Dog.
(ଦ୍ର—କୁକୁରଙ୍କର ସଙ୍ଗମ କଷ୍ଟଦାୟକ ଓ ଶ୍ୱାନଦମ୍ପତିଙ୍କର ଥରେ ସଙ୍ଗମ ଆରମ୍ଭ ହେଲେ ସହଜରେ ସେ ଦୁହିଙ୍କର ଜୋଟ୍ ଛାଡ଼ିଯାଏ ନାହିଁ]