Jump to content

ରତ ତାଳୀ

ଉଇକିଅଭିଧାନ‌ରୁ

ରତ ତାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରତ+ତାଳ ଧାତୁ=ପ୍ରତିଷ୍ଠିତ ହେବା+ କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. କାମୁକ ବ୍ୟକ୍ତି; ଲମ୍ପଟ —୧. A libertine; lecher, a voluptuary.
୨. କୁଟୁଣା; ରମଣଦୂତ —୨. A panderer; whore monger.
୩. (ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ; ରତ+ ତାଳ+ଈ) ===
୩. ଦୂତୀ, କୁଟୁଣୀ —୩. A bawd, procuress.