ରତ ନାରୀଚ
ଦେଖଣା
ରତ ନାରୀଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି)
[ସମ୍ପାଦନା]- ୧. କୁକ୍କୁର —୧. Dog.
- ୨. କାମଦେବ —୨. Cupid.
- ୩. ଷିଡ୍ଟ; ଲମ୍ପଟ ବ୍ୟକ୍ତି —୩. A lecher; a libertine; a volupruary
- ୪. ରତହିଣ୍ଡକ; ରମଣଚୌର —୪. Ravisher.
- ୫. ରତ କୂଜିତ; ଶୀତକାର; ମଣ୍ଡିତ —୫. Lascivious murmur of a lady in rapture during sexual congress.