Jump to content

ରତ ବ୍ରଣ

ଉଇକିଅଭିଧାନ‌ରୁ

ରତ ବ୍ରଣ

ଉଚ୍ଚାରଣ

[ସମ୍ପାଦନା]
(ରତଶାୟୀ—ଅନ୍ୟରୂପ; ରତବ୍ରଣା, ରତଶାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି, ରତ+ବ୍ରଣ—କ୍ଷତ; ରତିଦ୍ୱାରା ଏମାନଙ୍କର ଜନନେନ୍ଦ୍ରିୟ କ୍ଷତଯୁକ୍ତ ହୁଏ)

[ସମ୍ପାଦନା]

କୁକୁର — Dog.