ରତ ରତ
ଦେଖଣା
ରତ ରତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ତ)
[ସମ୍ପାଦନା]- ୧. ଅସ୍ତୋନ୍ମୁଖ (ସୂର୍ଯ୍ୟ) — ୧. (the sun) About to set.
- ୨. ଶେଷ ହେଉଥିବା (ଦିବସ)୨. — [the day] About to end
[ଉ—ତିନି ଦିନ ଦିନ ଓପର— ଓଳି ବେଳ ରତରତ, ଗୋଟାଏ ମୁଲକରେ ଜାହାଜ ଲଙ୍ଗର କଲା ଫକୀରମୋହନ. ଗଳ୍ପସ୍ୱଳ୍ପ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସୂର୍ଯ୍ୟର) ଅସ୍ତୋନ୍ମୁଖ ଅବସ୍ଥା —୧. The state of the sun immediatel before setting.
- ୨. ଦିବାବସାନ; ସନ୍ଧ୍ୟାର ପ୍ରାକ୍କାଳ —୨. The time just before sunset.