ରତ ହିଣ୍ଡକ
ଦେଖଣା
ରତ ହିଣ୍ଡକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରତ+ହିଣ୍ଡ ଧାତୁ=ଗମନ କରିବା+ କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଲମ୍ପଟ —୧. Lecher; adulterer.
- ୨. ସ୍ତ୍ରୀଚୌର; ନାରୀ ଅପହାରକ ବ୍ୟକ୍ତି — ୨. One who carries off women for violating them; a seducer of women (M.W.)
- ୩. ବଳତ୍କାର ପୂର୍କବକ ସ୍ତ୍ରୀ ରମଣକାରକ ବ୍ୟକ୍ତି — ୩. A ravisher.