Jump to content

ରଥଦ୍ରୁ

ଉଇକିଅଭିଧାନ‌ରୁ

ରଥଦ୍ରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ.ପ. ଲୋ, ରଥ+ଦ୍ରୁ=ବୃକ୍ଷ; ଏହାର କାଠରେ ରଥ ତିଆରି ହେଉଥିବାରୁ)

[ସମ୍ପାଦନା]

ତିନିଶ ବା ବାନ୍ଧନ ଗଛ — A timber-tree used in making cars; Ougenia Dalbergioides.