Jump to content

ରଥବାହ

ଉଇକିଅଭିଧାନ‌ରୁ

ରଥବାହ

ଉଚ୍ଚାରଣ

[ସମ୍ପାଦନା]

(ରଥବାହକ—ଅନ୍ୟରୂପ)

(ରଥବାହା, ରଥବାହିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରଥ+ବହ୍ ଧାତୁ. ଣିଚ୍. ବାହିନ୍ଦୀ - ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]

ସାରଥି —Charioteer.