Jump to content

ରଥାଙ୍ଗ ମିଥୁନ

ଉଇକିଅଭିଧାନ‌ରୁ

ରଥାଙ୍ଗ ମିଥୁନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଚକୁଆ ଓ ଚକେଈ ପକ୍ଷୀଦ୍ୱୟ — A couple of ruddy goose.

[ଦ୍ରଷ୍ଟବ୍ୟ —ଏମାନେ ଦିନରେ ହଳହଳ ହୋଇ ଚରନ୍ତି ଓ ରାତିକୁ ପୃଥକ୍ ହୋଇ ଯାଆନ୍ତି ବୋଲି ପ୍ରବାଦ ଅଛି<? ?>]