Jump to content

ରଥାରୋହୀ ସେନା

ଉଇକିଅଭିଧାନ‌ରୁ

ରଥାରୋହୀ ସେନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୂର୍ବେ ଯେଉଁ ସେନା ରଥରେ ଚଢ଼ି ଯୁଦ୍ଧ କରୁଥିଲେ —An army fighting from cars.

[ଦ୍ରଷ୍ଟବ୍ୟ —ପୂର୍ବେ ଯୁଦ୍ଧର 'ଚତୁରଙ୍ଗ' ମଧ୍ୟରୁ 'ରଥ' ଗୋଟିଏ ଅଙ୍ଗ ଥିଲା ହସ୍ତୀ, ଅଶ୍ୱ, ରଥ ଓ ପଦାତି, ଏହି ୪ ଶ୍ରେଣୀର ସେନାମାନେ ଯୁଦ୍ଧ କରୁଥିଲେ]