Jump to content

ରଥିକ

ଉଇକିଅଭିଧାନ‌ରୁ

ରଥିକ

ଉଚ୍ଚାରଣ

[ସମ୍ପାଦନା]
[ରଥିକା(ନା,ରା)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରଥ+ଇକ; ଇନ; ଇର)

[ସମ୍ପାଦନା]
୧. ରଥୀ; ରଥାଚୁଢ଼ ଯୋଦ୍ଧା —୧. A warrior fighting from a car.
୨. ରଥାରୋହୀ ବ୍ୟକ୍ତି — ୨. A person riding a car.
୩. ରଥସ୍ୱାମୀ — ୩. The master or owner of a car.