Jump to content

ରଥିନ

ଉଇକିଅଭିଧାନ‌ରୁ

ରଥିନ

ଉଚ୍ଚାରଣ

[ସମ୍ପାଦନା]
[ରଥିକା(ନ,ରା)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରଥ+ଇକ; ଇଲ; ଇର)

[ସମ୍ପାଦନା]
୧. ରଥୀ; ରଥାଚୁଢ଼ଯୋଦ୍ଧା — ୧. A warrior fighting from a car.
୨. ରଥାରୋହୀ ବ୍ୟକ୍ତି — ୨. A person riding a car.
୩. ରଥସ୍ୱାମୀ — ୩. The master or owner of a car.