Jump to content

ରଥୀ

ଉଇକିଅଭିଧାନ‌ରୁ

ରଥୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ଥ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ରଥାରୂଢ଼ ହୋଇ ଯୁଦ୍ଧ କରିବା ଯୋଦ୍ଧା —୧. A warrior fighting from a car.
୨. ରଥସ୍ୱାମୀ; ରଥା— ରୋହୀ ବ୍ୟକ୍ତି —୨. A person who rides on a car; passenger of a car.
୩. ସାରଥି —୩. Charioteer.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବୀରପୁରୁଷ —୧. A hero.
୨. ବଳୁଆ ଲୋକ —୨. A strong person.