Jump to content

ରଥ ଚଳିବା

ଉଇକିଅଭିଧାନ‌ରୁ

ରଥ ଚଳିବା

ଉଚ୍ଚାରଣ

[ସମ୍ପାଦନା]

[ରଥ ଚାଲିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରଥ ଗତି କରିବା —୧. A car being in motion.

[ଉ—ରଥ ତଳେ ଧୀରେ ଧୀରେ, ଖରା ମଉଜ ବେଳେ ଶିଶୁଗୀତ]

୨. (ଲକ୍ଷଣାର୍ଥ) ଚଳପ୍ରଚଳ କରିବାକୁ ସମର୍ଥ ହେବା —୨. (figurative) Being able to walk and move about.

[ଯଥା—ଏଣିକି ୮ ବର୍ଷ ବୟସରେ ମୋ ରଥ ଚଳିବା କଷ୍ଟ ହେଲାଣି]