ରଦି ପଡ଼ିବା
ଦେଖଣା
ରଦି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ରଦି ହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରଦି ପଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅବ୍ୟବହାର୍ଯ୍ୟ ହୋଇ ଉଠିବା — ୧. To become useless.
- ୨. (ଯେ ପୂର୍ବେ କାର୍ଯ୍ୟକ୍ଷମ ଥିଲା ସେ)ଅକ୍ଷମ ହେବା —୨. To become unfit.