Jump to content

ରଦ୍ଦକରିବା

ଉଇକିଅଭିଧାନ‌ରୁ

ରଦ୍ଦକରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପରବର୍ତ୍ତୀ ଆଦେଶ ଆଦିଦ୍ୱାରା ପୂର୍ବବର୍ତ୍ତୀ ଆଦେଶ ଆଦିକୁ ଅକାମୀ କରିବା; ରହିତ କରିବା; ଖାରଜ କରିବା —To cancel; repeal or overrule; to set aside; to nullify; to rescind.

[ଉ—ଏ ଦରବାରର ଆସମ—ଫରଦ, ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ ରାଧାନାଥ. ଦରବାର]