Jump to content

ରଦ୍ଧ

ଉଇକିଅଭିଧାନ‌ରୁ

ରଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ରଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଣ(ରଧ୍ ଧାତୁ=ଆଘାତ କରିବା+କର୍ମ.ତ)

[ସମ୍ପାଦନା]
୧. ଆଘାତ ପ୍ରାପ୍ତ; ଆହତ —୧. Wounded.
୨. କ୍ଷତିଗ୍ରସ୍ତ —୨. Injured.