ରଦ ପଦ
ଦନ୍ତକ୍ଷତ ଚିହ୍ନ —Trace of biting by teeth.
[ଉ—ବସିଥିଲା ଯେ ଓଷ୍ଠେ ରଦ ପଦ, ବିଦ୍ରୁମରେ ଯେମନ୍ତ କୀଟଭେଦ ଭଞ୍ଜ. ବୈଦେହିଶବିଳାସ]