ରନ୍
କ୍ରିକେଟ୍ ଖେଳପଡ଼ିଆରେ ଦୁଇ ପାଖରେ ପୋତା ହୋଇଥିବା କାଠି ୩ ଖଣ୍ଡି (Wicket) ମଧ୍ୟରେ ବ୍ୟାଟ୍ ଧରି ଖେଳୁଥିବା ଖେଳାଳିଙ୍କର ଏକଥର ଦଉଡ଼ —Run (in cricket)