ରନ୍ଥାଳିଆ
ଦେଖଣା
ରନ୍ଥାଳିଆ
ଉଚ୍ଚାରଣ
[ସମ୍ପାଦନା](ରନ୍ଥାଳୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ(ସଂସ୍କୃତ - ମନ୍ଥ ଧାତୁ?)
[ସମ୍ପାଦନା]- ୧. ଯେ କୌଣସି ଦ୍ରବ୍ୟ ପାଇବା ପାଇଁ ବା ଖାଇବା ପାଇଁ ବ୍ୟାକୁଳ ହୋଇ ଦରାଣ୍ଡି ପକାଏ; ବିକଳିଆ — ୧. Eagerly groping after anything or food restlessly.
- ୨. ଯେ ବ୍ୟାକୁଳ ବା ଆତୁର ହୋଇ ହାତ ଗୋଡ଼ଦ୍ୱାରା କୌଣସି ପଦାର୍ଥକୁ ଦରାଣ୍ଡି ପକାଏ —୨. Searching or groping for a thing with the hands or feet.
- ୩. ଯେ ଅତି ଭୋକିଲା ଥିବାରୁ ପ୍ରଦତ୍ତ ଖାଦ୍ୟକୁ ଅତି ବ୍ୟଗ୍ରତା ସହିତ ଖାଏ —୩. Eagerly eating <? ?>pr devourn- in the food (said of a famished person)