ରନ୍ଥାଳି ହେବା
(ରନ୍ଥି ହେବା—ଅନ୍ୟରୂପ)
ଖୋଜି ହେବା; କୌଣସି ବସ୍ତୁ କେଉଁଠାରେ ଅଛି ତହିଁର ସ୍ଥିରତା ନ ପାଇ ଦରାଣ୍ଡି ହେବା —To grope after a thing in the dark.