Jump to content

ରନ୍ଦା

ଉଇକିଅଭିଧାନ‌ରୁ

ରନ୍ଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - . (ଫାରାସୀ - ରନ୍ଦ)

[ସମ୍ପାଦନା]

ପିଲେନ୍; କାଠକୁ ଚିକ୍କଣ କରିବାପାଇଁ ବଢ଼େଇର ଯନ୍ତ୍ର ବିଶେଷ —A carpenter's plane.

[ଦ୍ରଷ୍ଟବ୍ୟ —ଗୋଟିଏ ଆୟତାକାର ଚତୁଷ୍କୋଣ କାଷ୍ଟ ମଧ୍ୟରେ ଖଣ୍ଡିଏ ଲୁହାର ତୀକ୍ଷଣ୍ ପାତିଆ ଖଞ୍ଜା ହୋଇଥାଏ ଓ ତାହାଦ୍ୱାରା କାଠର ଅସମାନ ଅଂଶ ସବୁ ଛେଲି ହୋଇଯାଏ]