Jump to content

ରନ୍ଧ୍ର

ଉଇକିଅଭିଧାନ‌ରୁ

ରନ୍ଧ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. କ୍ୱିପ୍=ରମ୍; ରମ୍+ ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. କଣା; ଛିଦ୍ର; ର୍ଭେ; ଗାତ —୧. Hole; fissure; rent;aperture.

[ଦ୍ରଷ୍ଟବ୍ୟ —ଜୀବ ଦେହରେ ପୁରୁଷର ୧ଟି ଓ ସ୍ତ୍ରୀର ୧୩:ଟି ଲେଖାଏଁ ରନ୍ଧ୍ର ଅଛି ଯଥା—ସମସ୍ତଙ୍କର ୨ ଚକ୍ଷୁ+୨ କର୍ଣ୍ଣ+୧ ନାସିକା +୧ ମୁଖ+୧ ଶିଶ୍ନ+୧ ଗୁହ୍ୟ +୧ ମସ୍ତକ=୧ଟି ଓ ସ୍ତ୍ରୀଙ୍କର ଅଧିକା ୨ ସ୍ତନ +୧ ଗର୍ତ୍ତପଥ=୧୩: ଟି]

୨. ଗୃହା; ବିବର — ୨. Chasm; cavity.
୩. କୁକ୍ଷି; ପେଟ —୩. The belly.
୪. ଦୂଷଣ; ତ୍ରୁଟି; ଦୋଷ; ଛଳ (ଆଳସ୍ୟାଦି) —୪. Fault; defect (e.g. idle-ness)
୫. (ଜ୍ୟୋତିଷ) ଲଗ୍ନଠାରୁ ୮ ମ ସ୍ଥାନ; ନିଧନ ସ୍ଥାନ; ମାରକସ୍ଥାନ —୫. (astrology) The ୮th mansion from one's Lagna.