Jump to content

ରନ୍ଧ୍ର ଗତ ଶନି

ଉଇକିଅଭିଧାନ‌ରୁ

ରନ୍ଧ୍ର ଗତ ଶନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]
୧. ଲଗ୍ନର ଅଷ୍ଟମ ସ୍ଥାନରେ ଉପସ୍ଥିତ ହୋଇଥିବା ଶନିଗ୍ରହ — ୧. (astrology) The position of Saturn getting into the ୮th mansion from the point where the moon was at a person's nativity (the most critical point in a man's life.)

[ଦ୍ରଷ୍ଟବ୍ୟ —ଏହା ହେଲେ ମୃତ୍ୟୁ ଘଟେ]

୨. ଆସନ୍ନ ବା ଅନିବାର୍ଯ୍ୟ ମୃତ୍ୟୁ ଅବସ୍ଥା —୨. The state of impending or un avoidable death.