ରପଟ୍
ଦେଖଣା
ରପଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରପଟ୍; ରପ୍ତ୍)
[ସମ୍ପାଦନା]- ୧. ଗସ୍ତ; ଭ୍ରମଣ — ୧. Walking; a round.
- ୨. ମିହନ୍ତ; ପରିଶ୍ରମ —୨. Toil.
- ୩. ଅଭ୍ୟାସ —୩. Habit.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରିପୋର୍ଟ)
[ସମ୍ପାଦନା]- ୧. ରିପୋଟ; ବିଚରଣ; ବିଜ୍ଞାପନ — ୧. Report.
- ୨. ଜମିଦାରୀ ସଦର ଜମା — ୨. Revenue payable to Government for a Zamindāri