Jump to content

ରପତାନି

ଉଇକିଅଭିଧାନ‌ରୁ

ରପତାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ରପ୍ତାନି ରଫ୍ତାନି ଅନ୍ୟରୂପ

[ଆମଦାନି—ବିପରୀତ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରଫ୍ ତନି= ଦ୍ରବ୍ୟ ପ୍ରେରଣ, ଗମନ)

[ସମ୍ପାଦନା]
୧. ସ୍ୱଦେଶୀ ପଣ୍ୟଦ୍ରବ୍ୟକୁ ବାଣିଜ୍ୟାର୍ଥେ ବିଦେଶକୁ ଚାଲାଣ ବା ପ୍ରେରଣ; ମାଲ ଚାଲାଣି — ୧. Export; sending of goods to a foreign country.
୨. କୌଣସି ସ୍ଥାନରୁ ଗମନ; ରମାନା —୨. Going or starting from a place.

=== ବୈଦେଶିକ - ବିଶେଷଣ - (ଫା)

ବିଦେଶକୁ ବାଣିଜ୍ୟାର୍ଥେ ପ୍ରରିତ (ଦ୍ରବ୍ୟ) —Exported.