ରପ୍ ରପ୍
ଦେଖଣା
ରପ୍ ରପ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରପ୍ ରପ୍
|
ଦେଶଜ - ଅ(ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ରମ୍ପରମ୍ପ; ଦେହରେ ହୋଇଥିବା ଯାଦୁ ଓ କୁଣ୍ଡିଆକୁ କୁଣ୍ଡାଇବା ବା ରାମ୍ପିବା ପ୍ରକାର — ୧. Scratching a ringworm
- ୨. କଣ୍ଡୁୟନ; ଦେହ କୁଣ୍ଡାଇ ହେବା; ଗଲୁଉଠିବା — ୨. Itching.
. (ଯଥା—ମୋ ଦେହ ରପ ରପ ହେଉଛି)