ରଫାନାମା ଦରଖାସ୍ତ
ଦେଖଣା
ରଫାନାମା ଦରଖାସ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରଫାନାମା ଦରଖାସ୍ତ
|
ବୈଦେଶିକ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ରଫା ଦରଖାସ୍ତ; ଯେଉଁ ଦରଖାସ୍ତରେ ଉଭୟପକ୍ଷଙ୍କ ମଧ୍ୟରେ ଆପୋସୀରେ ମୀମାଂସା ହୋଇଥିବା ସର୍ତ୍ତ ଆଦି ଲେଖା ହୋଇ ଅଦାଲତରେ ଦାଖଲ ହୁଏ —Compromise petiton field in court.