ରଫା ଦରଖାସ୍ତ
ଦେଖଣା
ରଫା ଦରଖାସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଫା ଦରଖାସ୍ତ
|
(ରଫା ଦରଖାସ୍ତ—ଗ୍ରାମ୍ୟ)
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ପକ୍ଷମାନେ ମକଦମାକୁ ଆପଣା ମଧ୍ୟରେ ମୀମାଂସା କରି ଅଦାଲତଙ୍କୁ ସେହି ବିଷୟ ଜଣାଇଦେବା ସୂଚକ ଆବେଦନ — ପତ୍ର —Compromise petition field by parties in court.