Jump to content

ରବର

ଉଇକିଅଭିଧାନ‌ରୁ

ରବର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - ଇଂରାଜୀ - ରବର୍ କାଗଜରୁ ପେନ୍ସିଲ୍ ଓ କାଳି ଦାଗ ଉଠାଇବା ପାଇଁ ବ୍ୟବହୃତ ରବର୍ଖଣ୍ଡ eraser)—

ଏକପ୍ରକାର ଗଛର ଅଠା, ଯାହା ଶୁଖିଗଲେ ସ୍ଥିତିସ୍ଥାପକ ହୁଏ —India rubber.

[ଦ୍ରଷ୍ଟବ୍ୟ —ରବର ସ୍ଥିତି ସ୍ଥାପକ ତାହା ପାଣିରେ ମିଳାଇ ଯାଏ ନାହିଁ ତାହାକୁ ରାସାନିୟକ ପ୍ରକ୍ରିୟାରେ ତରଳାଇ ମୁଣି, ନଳ, ଗାଡ଼ିର ଚକ, ମଟର ଗାଡ଼ିର ଚକ, ଶୂନ ଗାଡ଼ିର ଚକ ଓ ଜୋତା ଆଦି ନାନା ପ୍ରକାରର ବ୍ୟବହାରୀୟ ପଦାର୍ଥମାନ କରାଯାଉଅଛି ଏହାର ବ୍ୟବସାୟ ସଭ୍ୟଜଗତରେ ଗୋଟିଏ ପ୍ରଧାନ ବ୍ୟବସାୟରେ ପରିଣତ ହୋଇଅଛି]