ରବର୍ ଗଛ
ଦେଖଣା
ରବର୍ ଗଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରବର୍ ଗଛ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦକ୍ଷିଣ ଆମେରିକା ଓ ଦକ୍ଷିଣ ଆସିଆରେ ଜନ୍ମିବା ଏକ ପ୍ରକାର ବଟ ଜାତୀୟ ଗଛ — India rubber tree.
[ଦ୍ରଷ୍ଟବ୍ୟ —ଆସାମ ଓ ବ୍ରହ୍ମଦେଶର ଅଠାବର ନାମକ ବଟ ଜାତୀୟ ଗଛକୁ ଚିରିଲେ ତହିଁରୁ ରବର ହେବା ରସ ବାହାରେ; (ଗଛର ନାମ =India rubber tree Ficus Elastica).
ଦକ୍ଷିଣ ଆମେରିକାର ଏହି ଜାତୀୟ ଗଛରୁ ରବର ବାହାରେ (ଗଛର ନାମ =Caoutchou, Siphonia Elastica, Heva Caoutchoue),
ମାଲୟ ଦ୍ୱୀପ ପୁଞ୍ଜର ଜାତୀୟ ଗଛରୁ ରବର୍ ବାହାରେ (ଗଛର ନାମ =Guttapercha, Isonandra Gutta).
ବର୍ତ୍ତମାନ ରବର ଗଛର ଚାଷ କରାଯାଇ ଅନେକ ରବର ଆମଦାନି କରାଯାଉଅଛି]