Jump to content

ରବିକାଷ୍ଠା ପ୍ରଦେଶ

ଉଇକିଅଭିଧାନ‌ରୁ

ରବିକାଷ୍ଠା ପ୍ରଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ଆଧୁନିକ)

[ସମ୍ପାଦନା]

ପୃଥିବୀର ବିଷୁବ ରେଖାର ଉତ୍ତର ଦକ୍ଷିଣ ପାର୍ଶ୍ୱରେ ବିସ୍ତୃତ ଗ୍ରୀଷ୍ମ କଟୀବନ୍ଧସ୍ଥ ସ୍ଥାନ —The tropics; tropical countries (between the Tropics of Cancer and Capricorn lying on both sides of the equator.)