Jump to content

ରବିଜ

ଉଇକିଅଭିଧାନ‌ରୁ

ରବିଜ

ଉଚ୍ଚାରଣ

[ସମ୍ପାଦନା]

ରବିତନୟ ରବିନନ୍ଦନ ରବିସୁତ ରବିସୁନୁଅନ୍ୟରୂପ

(ରବିଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ)

[ସମ୍ପାଦନା]
୧. ସୂର୍ଯ୍ୟଙ୍କ ପୁତ୍ର —୧. A son of the sun-god.
୨. ଯମ —୨. The God of death.
୩. ଶନିଗ୍ରହ —୩. Saturn (planet)
୪. ସୁଗ୍ରୀବ —୪. The famous monkey-ally of Rāmachandra.
୫. ସାବର୍ଣ୍ଣିମନୁ —୫. The name of a progenitor of mankind.
୬. ବୈବସ୍ୱତମନୁ —୬. The name of another progenitor of mankind.