ରବିଶୁଦ୍ଧି
ଦେଖଣା
ରବିଶୁଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)(ଜ୍ୟୋତିଷ)
[ସମ୍ପାଦନା]ରବିଗ୍ରହ କୌଣସି ବ୍ୟକ୍ତିର ଜନ୍ମରାଶି ଠାରୁ ତୃତୀୟ, ଷଷ୍ଠ, ଦଶମ ବା ଏକାଦଶ ସ୍ଥାନରେ ରହିବା ଅବସ୍ଥା ଏବଂ ସୌର ମାସର ୧୩: ଦିନ ପରେ ୨ୟ ୫ମ ଓ ୯ମ ସ୍ଥାନରେ ରହିବା ଅବସ୍ଥା —The state of the Sun being in certain auspicious places from a man's natal sign.
[ଦ୍ରଷ୍ଟବ୍ୟ — ଏହା ଶୁଭକର ଓ ଏଥିରେ ଶୁଭକର୍ମ କରାଯାଏ]