Jump to content

ରବି କବି

ଉଇକିଅଭିଧାନ‌ରୁ

ରବି କବି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ରାଜଦତ୍ତ କବିସୂର୍ଯ୍ୟ ଉପାଧିର ଆକାରାନ୍ତର)

[ସମ୍ପାଦନା]
୧. କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଆଦି ସଙ୍ଗୀତର
ରଚୟିତା ରକବିସୂର୍ଯ୍ୟ ବଳଦେବ ରଥ —୧. Poet Baḻadaba Ratha the author of Kiṡora Chandrānanda Champū.

[ଦ୍ରଷ୍ଟବ୍ୟ —କବିସୂର୍ଯ୍ୟ ତଳେ ନୋଟ୍ ଦେଖ]

୨. କବିସୂର୍ଯ୍ୟ ଉପାଧିଦାରୀ ସଦାନନ୍ଦ ବ୍ରହ୍ମା ନାମକ ଜଣେ ଭକ୍ତି ଗ୍ରନ୍ଥ ରଚୟିତା କବି — ୨. Sadānanda Brahmā, the author of a religious book, who had got the title of Kabisūrj̄ya,

[ଦ୍ରଷ୍ଟବ୍ୟ —ଓଡ଼ିଶାର ନୀଆଗଡ଼ ଗଡ଼ଜାତର (ଖରୀ ୧୭୩୬: —୧୭୭୩: ) ଅଧିବାସୀ ଥିଲେ ପୁରୀ ରାଜା ବୀର— କିଶୋର ଦେବ ତାଙ୍କୁ କବିସୂର୍ଯ୍ୟ ଉପାଧି ଦେଇଥିଲେ ଓ ସେ ଅନେକ ଭକ୍ତିଗ୍ରନ୍ଥ ଗୀତରେ ରଚନା କରିଯାଇ ଅଛନ୍ତି