ରବି କାନ୍ତ
ଦେଖଣା
ରବି କାନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ରବି=ସୂର୍ଯ୍ୟ+କାନ୍ତ=କାନ୍ତି ଯୁକ୍ତ; କିମ୍ୱା ରବି ଅଟେ କାନ୍ତ=ପ୍ରିୟ ଯାହାର; ବହୁବ୍ରିହୀ)
[ସମ୍ପାଦନା]ସୂର୍ଯ୍ୟକାନ୍ତ ମଣି; ଏକପ୍ରକାର ମଣି —The sunstone; a sort of crystal stone; a precious stone, said to concentrate the sun's rays into burning heat.
[ଦ୍ରଷ୍ଟବ୍ୟ —ଏହାକୁ ସୂର୍ଯ୍ୟ କିରଣରେ ଦେଖାଇଲେ ତଳେ ନିଆଁ ପଡ଼େ]