Jump to content

ରବି ଗୋଚର

ଉଇକିଅଭିଧାନ‌ରୁ

ରବି ଗୋଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ମନୁଷ୍ୟର ଲଗ୍ନଠାରୁ ୧୨: ଘର ପର୍ଯ୍ୟନ୍ତ ରାଶିରେ ରବିଗ୍ରହର ଅବସ୍ଥାନ କରୁଥିବା ଅବସ୍ଥା (ରବି ଗୋଟିଏ ରାଶିରେ ୧ ମାସ ଅବସ୍ଥାନ କରନ୍ତି) —The State of the sun's position from one's natal sign.

[ଦ୍ରଷ୍ଟବ୍ୟ —ଏଥିର ଫଳ; ୩ୟ, ୬ଷ୍ଠ, ୧ମ ଓ ୧୧ଶ ଶୁଭକର; ଅନ୍ୟାନ୍ୟ ଅଶୁଭ ରବି ଜନ୍ମରାଶିରେ ଥିଲେ ସ୍ଥାନ ନାଶ,୨ୟରେ ଭୟ, ୩ୟରେ ମଙ୍ଗଳ ବା ଶୁଭ, ୪ର୍ଥରେ ମାନହାନି,୫ମରେ ଦୀନତା, ୬ଷ୍ଠରେ ଶତ୍ରୁନାଶ, ୭ମରେ ଅର୍ଥହାନି୮ମରେ ପୀଡ଼ା, ୯ମରେ କାନ୍ତିକ୍ଷୟ, ୧ମରେ କାମବୃଦ୍ଧି, ୧୧ଶରେ ସମ୍ପତ୍ତି ବୃଦ୍ଧି ଓ ୧୨: ଶରେ ଧନନାଶ ଓ ମହା ବିପଦ ଉପସ୍ଥିତ ହୁଏ ରବିବାର ଦିନମନୁଷ୍ୟର ଜନ୍ମ ନକ୍ଷତ୍ର ପଡ଼ିଲେ ଭ୍ରମଣ ଘଟେ ରବିଗ୍ରହ ରାଶିପ୍ରବେଶ କାଳରେ ଗୋଳର ଫଳ ଦିଅନ୍ତି]