Jump to content

ରବି ପ୍ରତ୍ୟନ୍ତର

ଉଇକିଅଭିଧାନ‌ରୁ

ରବି ପ୍ରତ୍ୟନ୍ତର

ଉଚ୍ଚାରଣ

[ସମ୍ପାଦନା]

(ରବିପ୍ରତ୍ୟନ୍ତର୍ଦ୍ଦଶା—ଅନ୍ୟରୂପ)

=== ସଂସ୍କୃତ - ବି(ଜ୍ୟୋତିଷ) ରବି ଓ ଅନ୍ୟ ମହାଗ୍ରହମାନଙ୍କ ମହାଦଶାମଧ୍ୟସ୍ଥ ଅନ୍ତର୍ଦ୍ଦଶାମାନଙ୍କରେ ରବିର ପ୍ରତ୍ୟନ୍ତରଦଶାଭୋଗକାଳ — (astrology) The time in which the planet Sun is within Antara daṡā of other planets.

[ଦ୍ରଷ୍ଟବ୍ୟ —କେରଳୀ ଗଣନାମତେ ମନୁଷ୍ୟର ୧୨: ବର୍ଷ ପରମାୟୁ ମଧ୍ୟରେ ୯ ଗ୍ରହଙ୍କ ଦଶାରେ ପ୍ରତ୍ୟେକଙ୍କର ୯ଟି ଲେଖାଏଁ ଅନ୍ତର୍ଦ୍ଦଶା ପଡ଼େ ଓ ଏହି ୮୧:ଟି ଅନ୍ତର୍ଦ୍ଦଶାରୁ ପ୍ରତ୍ୟେକ ଅନ୍ତର୍ଦ୍ଦଶାରେ ପୁଣି ୯ଟି ଗ୍ରହଙ୍କ ପ୍ରତ୍ୟନ୍ତର ଦସା ପଡ଼େ ଏହି ୭୨୯: ପ୍ରତ୍ୟନ୍ତ ରଦଶା ମଧ୍ୟରୁ ରବିପ୍ରତ୍ୟନ୍ତର ଦଶା ୮୧:ଟି ଓ ଅନ୍ୟ ଗ୍ରହମାନଙ୍କର ପ୍ରତ୍ୟେକଙ୍କର ୮୧:ଟି ଲେଖାଏଁ ପ୍ରତ୍ୟନ୍ତରଦଶା ଏଥିର ଭିନ୍ନ ଭିନ୍ନ ଫଳ ଅଛି]