Jump to content

ରବି ବର୍ମା

ଉଇକିଅଭିଧାନ‌ରୁ

ରବି ବର୍ମା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି(ନାମ)

[ସମ୍ପାଦନା]

ଦକ୍ଷିଣ ଭାରତର କ୍ରିବାଙ୍କୁଡ଼ର ପୃଥିବୀ ପ୍ରସିଦ୍ଧ ସ୍ୱର୍ଗୀୟଚିତ୍ରକର —Name of a famous Indian painter of the present and last century.

[ଦ୍ରଷ୍ଟବ୍ୟ —ଜନ୍ମ ଖ୍ରୀ ୧୮୪୮: ଏହାଙ୍କର ୩ ଭାଇ ଓ ଏକ ଭଗିନୀ ଏମାନେ ସ୍ୱଭାବ—ଶିଳ୍ପୀ ଏହାଙ୍କର ମାତା ଜଣେ ଯଶସ୍ୱିନୀ କବି ଥିଲେ ଏ ୧୩: ବର୍ଷରୁ ଚିତ୍ରବିଦ୍ୟାପ୍ରତି ଅନୁରାଗୀ ଥିଲେ ଏ ତ୍ରିବାଙ୍କଡ଼ ମହାରାଜାଙ୍କ ଭଗିନୀପତି ଏ ଅତି ସୁନ୍ଦର ତୈଳଚିତ୍ରମାନ ଦେବ— ଦେବୀଙ୍କ ଚିତ୍ର ଓ ସଂସ୍କୃତ ନାଟକ ଓ ପୁରୁଣାଦିବର୍ଣ୍ଣିତ ନରନାରୀମାନଙ୍କ ଚିତ୍ର ଅଙ୍କନରେ ପଟୁତା ଦେଖାଇ ଭାରବର୍ଷରେ ଲଣ୍ଡନ୍ରେ ଓ ଆମେରିକାରେ ପ୍ରସିଦ୍ଧିଲାଭ କରିଅଛନ୍ତି]