Jump to content

ରବି ମାର୍ଗ

ଉଇକିଅଭିଧାନ‌ରୁ

ରବି ମାର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(୬ଷ୍ଠୀ ତତ୍)

[ସମ୍ପାଦନା]

ସୂର୍ଯ୍ୟଙ୍କ ଭ୍ରମଣପଥ; ପୃଥିବୀ ସୂର୍ଯ୍ୟଙ୍କୁ ପରିଭ୍ରମଣ କରିବା ଅବସ୍ଥାରେ ପୃଥିବୀର ଲୋକେ ଯେଉଁ ବୃତ୍ତଭାସ ରେଖାରେ ସୂର୍ଯ୍ୟଙ୍କୁ ଦେଖନ୍ତି; ଅୟନଦଣ୍ଡ — The path of the sun; the ecliptic.