ଦେଶଜ - କ୍ରି.ବିଣ(ସଂସ୍କୃତ - ରଭସି)
[ସମ୍ପାଦନା]
- ୧. ନିର୍ଜନରେ — ୧. Alone.
- ୨. ଗୋପନରେ; ଜନ ନୟନ ଆଗୋଚରରେ — ୨. Secretly; away from the gaze of the people.
- ୩. ହଠାତ୍ —୩. Suddenly.
[ଦ୍ରଷ୍ଟବ୍ୟ — ବଦରିକା ବନ ଭାବକୁ ସେ ବନ ସେବନ କଲା ରଭସେ ଭଞ୍ଜ. ବୈଦେହିଶବିଳାସ]
- ୪. ବେଗ ସହିତ — ୪. Swiftly.